ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ୫ଟି ସଚିବ : ପ୍ରସ୍ତାବିତ ତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ

ନବରଙ୍ଗପୁର: ୫ଟି ସଚିବ ଭି.କେ. ପାଣ୍ଡିଆନଙ୍କ ନବରଙ୍ଗପୁର ଜିଲ୍ଲା ଗସ୍ତର ଆଜି ଦ୍ବିତୀୟ ଦିନ। ଆଜି ଭୋର ସକାଳୁ ସେ ନବରଙ୍ଗପୁର ବ୍ଲକ ଅନ୍ତର୍ଗତ ଚଟାହାଣ୍ଡି ପଞ୍ଚାୟତର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପ୍ରସିଦ୍ଧ ଶୈବ ପୀଠ ମାଣ୍ଡାଡଙ୍ଗରୀ ପରିଦର୍ଶନ କରିଥିଲେ। ସେଠାରେ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ମନ୍ଦିର ଓ ପାରିପାର୍ଶ୍ବିକ ବିକାଶ ପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ। ସେଠାରୁ ପାପଡାହାଣ୍ଡି ବ୍ଲକର ଜଟାବାଲ ସ୍ଥିତ ମଙ୍ଗଳ ବିଭାଗର … Continue reading ଦୁଇଦିନିଆ ନବରଙ୍ଗପୁର ଗସ୍ତରେ ୫ଟି ସଚିବ : ପ୍ରସ୍ତାବିତ ତେଲ ଜଳସେଚନ ପ୍ରକଳ୍ପ ଅଞ୍ଚଳ ପରିଦର୍ଶନ